Category: odia galpa

ଅନ୍ତିମ ଇଚ୍ଛା

ଯମୁନା ଦାସ ନାମକ ଏକ ଧନୀ ବ୍ୟକ୍ତି ଥା’ନ୍ତି । ସେ ହଠାତ୍ କୌଣସି ରୋଗରେ ପଡି ଶଯ୍ୟାଶାୟୀ ହେଲେ । ତାଙ୍କର ସ୍ତ୍ରୀ ପିଲା ତ କେହି ନଥା’ନ୍ତି । ଜଣେ ଯୁବକ ମଙ୍ଗଳ ପାଖରେ ଥାଇ ତାଙ୍କର ଦେଖାଶୁଣା କରୁଥାଏ । ବୈଦ୍ୟ ନଟବର ତାଙ୍କର ଚିକିତ୍ସା କରୁଥା’ନ୍ତି । ଦିନେ ସେ ରୋଗୀ ଦେଖିବା ପରେ ମଙ୍ଗଳକୁ ପାଖ କୋଠରୀକୁ ଡାକି ନେଇ କହିଲେ, “ଏବେ ତୁମ ମାମୁଁଙ୍କ ଅବସ୍ଥା ବଡ ସଂକଟାପନ୍ନ […]

କୀର୍ତ୍ତିସିଂହ

(ଜୟବର୍ମା, ଜୟସେନ ଦେଇଥିବା ପିତାଙ୍କର ପତ୍ର ପଢିଲେ । ସେହି ପତ୍ରରେ ସେ ଅଦ୍ଭୁତ ହାର ବିଷୟରେ ଲେଖିଥିବା ବିବରଣୀ ପଢିଲେ । କିନ୍ତୁ ସେହି ବିବରଣୀ ଗୁଢାର୍ଥ ପୂର୍ଣ୍ଣ ଥିଲା । ସେଥିରେ ସବୁକିଛି ସାଙ୍କେତିକ ଭାଷାରେ ଦିଆଯାଇଥିଲା । ତେଣୁ ଜୟବର୍ମା ସେସବୁ କିଛି ବୁଝିପାରିଲେ ନାହିଁ । ଏହିପରି ପାଂଚପିଢି ବିତିଗଲା । କିନ୍ତୁ ତା’ର ଅର୍ଥ କେହିବି ବୁଝିଲେ ନାହିଁ । ଏବେ ବର୍ତ୍ତମାନର ରାଜା ସୁଷେଣ ଚାହୁଁଥିଲେକି ଏହି ହାର […]

ଅଳିଆ

ଗୋଟିଏ ଗ୍ରାମରେ ଅତି ସୁନ୍ଦରୀ ଓ ସୁଲକ୍ଷଣୀ ଝିଅଟିଏ ଥାଏ, ତା’ର ନାମ ହେଲା ସୀତା । କିନ୍ତୁ ତା’ ଜୀବନଟି ବଡ କଷ୍ଟ ଓ ଯାତନାଭରା; ପିଲାଦିନୁ ତା’ର ମା’ ମରିଛି; ସାବତ ମା’ର ଅତ୍ୟାଚାରରେ କୌଣସି ମତେ ଜୀବନ ଧରି ସେ ଥାଏ । ସାବତ ମା’ ରମଣୀର ଝିଅ ଗୀତା । ଗୀତା ସଦାବେଳେ ସୀତା ନାମରେ ସତ ମିଛ କହି ସୀତାକୁ ମାଡ ଖୁଆଏ । ରମଣୀ ଚାହୁଁଥାଏ କି ସୀତାର […]

ଅନୁମତି ପତ୍ର

ହୋଲାପୁରୀ ଜଙ୍ଗଲରେ ଶିକାରୀମାନଙ୍କ ସଂଖ୍ୟା କ୍ରମେ ବଢି ଚାଲିଲା ଓ ପଶୁଙ୍କ ସଂଖ୍ୟା କ୍ରମେ କମିଗଲା । ତେଣୁ ରାଜା ବିଦ୍ୟାଧର ଏହା ଘୋଷଣା କଲେ ଯେ ତାଙ୍କ ଅନୁମତି ପତ୍ର ବିନା କେହି ଯେପରି ଶିକାର କରିବାକୁ ଯିବେ ନାହିଁ, ଆଉ ଗଲେ କଠିନ ଦଣ୍ଡ ପାଇବେ । ଥରେ ଦୁଇଜଣ ଶିକାରୀ ଜଙ୍ଗଲରେ ଶିକାର କରୁଥା’ନ୍ତି । ରାଜାଙ୍କ ଲୋକ ସେଠାରେ ପହଁଚି ସେମାନଙ୍କୁ ରାଜାଙ୍କ ମୋହର ଥିବା ଅନୁମତି ପତ୍ର ମାଗିଲେ । […]

ଅପୂର୍ବ ଯୁକ୍ତି

ଗୋଟିଏ ଗ୍ରାମରେ ଚାରିଜଣ ଯୁବକ ଥିଲେ । ସେମାନେ ସାଙ୍ଗ ହୋଇ ଅନେକ କିଛି କରନ୍ତି; ଏପରିକି ଚୋରୀ ମଧ୍ୟ କରନ୍ତି । ଥରେ ସେଇ ଗାଁର ଜଣେ ଚାଷୀର ଛେଳିଟିକୁ ଚୋରୀ କରି ସେମାନେ ଗାଁ ମୁଣ୍ଡରେ ଥିବା ବରଗଛ ମୂଳରେ କାଟି, ରାନ୍ଧି, ଖାଇଲେ । ଚାଷୀଟି ଏକଥା ଶୁଣି ଭାବିଲା ଗ୍ରାମର ମୁଖିଆକୁ ଏକଥା କହି କିଛି ବି ଲାଭ ନାହିଁ । କାରଣ ସେମାନଙ୍କର ଗୁଣ୍ଡାମୀକୁ ଡରି ସେ ମଧ୍ୟ କିଛି […]

ସେନାପତି ଓ ରାଜକୁମାରୀ

ଆମେ ଏବେ ଯେଉଁ ଦେଶକୁ ଚୀନ ବୋଲି କହୁଛେ ଓ ବେଜିଂ ଯାହାର ରାଜଧାନୀ ଅଟେ, ଏହି ଘଟଣା ଘଟିବା ବେଳେ ତାହା ଗଠିତ ହୋଇ ନଥିଲା । ସେଇ ବିରାଟ ଭୂଖଣ୍ଡ ସେତେବେଳେ କେତେଗୁଡିଏ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ଥିଲା । ସେଥି ମଧ୍ୟରୁ ଗୋଟିଏ ଥିଲା ‘ଛୁ’ । ପ୍ରାୟ ଦୁଇ ହଜାର ଛଅଶହ ବର୍ଷ ତଳେ ‘ଛୁ’ ରାଜ୍ୟରେ ରାଜା ଝୁଆଙ୍ଗ ଶାସନ କରୁଥିଲେ । ସେହି ସମୟରେ ରାଜ୍ୟ ଗୁଡିକ […]

ଭୂତଙ୍କ ସହାୟତା

କନକପୁରର କମଳେଶ ସହରରେ ଚାକିରୀ କରେ । ସେ ପ୍ରତିଦିନ ସକାଳୁ ସହରକୁ ଯାଏ ଓ ସଂଧ୍ୟାରେ ଘରକୁ ଫେରେ । ପିଲାଦିନରୁ ବାପ ମରିଯିବାରୁ, ତା’ର ମା’ ବହୁକଷ୍ଟରେ ତାକୁ ପାଳିପୋଷି ମଣିଷ କରିଛି । କମଳେଶର କଣ୍ଠ ବଡ ମଧୁର ଥିଲା । ଦିନେ ସେ ତା ମା’ଙ୍କର ଅନୁରୋଧରେ ତାଙ୍କୁ ଗୀତ ଗାଇ ଶୁଣାଉଥିଲା । ତା’ର ମା’ ଆଖି ବନ୍ଦ କରି ଶୁଣୁଥିଲେ; ସେ ଏତେ ମୁଗ୍ଧ ହୋଇଗଲେ ଯେ ଆଉ […]

ମଖଦେବ ଜାତକ

ଆଗ କାଳରେ ବିଦେହ ବୋଲି ଏକ ରାଜ୍ୟ ଥିଲା । ତା’ର ରାଜା ଥିଲେ ମଖଦେବ । ତାଙ୍କର ରାଜଧାନୀ ଥିଲା ମିଥିଳା । ସେ ଜଣେ ଅତି ଉଦାର ଶାସକ ଥିଲେ । ପ୍ରଜାମାନଙ୍କୁ ନିଜର ପୁଅ ଭଳି ପାଳୁଥିଲେ । ଧର୍ମକାର୍ଯ୍ୟରେ ତାଙ୍କର ମନ ଥିଲା । ବିଦେହର ପ୍ରଜାମାନେ ଅତି ସୁଖରେ ଥିଲେ । ଦିନକର କଥା । ଭଣ୍ଡାରୀ ରାଜାଙ୍କ ବାଳ କାଟିଦେଉଥିଲା । ରାଜା ତାକୁ କହିଲେ – “ଯଦି […]

ବୁଦ୍ଧିମାନ ଭିକାରୀ

ବୁଦ୍ଧିମାନ ଭିକାରୀ ମହିମାପୁରୀର ଗୋଟିଏ ମନ୍ଦିର ପାଖରେ ଜଣେ ଭିକାରୀ କପଡାଟିଏ ବିଛାଇ ତା’ ଉପରେ କାଗଜରେ, “ମୁଁ ଅନ୍ଧ, ଭିଖ ଦିଅ” ଏହା ଲେଖି ସେ ବସିଥାଏ । ଯେଉଁମାନେ ମନ୍ଦିରକୁ ଆସନ୍ତି ତାକୁ ପଢି ଦୟା କରି ସେଠି କିଛି ପଇସା ପକାଇ ଦେଇ ଯା’ନ୍ତି । ଥରେ ଜଣେ ବ୍ୟକ୍ତି ଗୋଟିଏ ଆଠଣି ଦୂରରୁ ପକାଇ ଦେଲେ ଯେ ତାହା କପଡାରେ ପଡି ପୁଣି ଗଡି ଗଡି ଯାଇ ବାହାରେ ପଡିଲା ଭିକାରୀ […]

ବିଦ୍ୟା ଠାରୁ ବୁଦ୍ଧି ବଡ଼

ନୁନ୍ଦର ବୋଲି ଗୋଟିଏ ଗ୍ରାମ ଥିଲା । ସେହି ଗ୍ରାମଟି ବ୍ରାହ୍ମଣ ଶାସନିଆ ପଣ୍ଡା ବ୍ରାହ୍ମଣମାନେ ବାସ କରନ୍ତି । ସେହି ଗ୍ରାମର ଚାରିଜଣ ଅତି ସାଙ୍ଗ ଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ସିନା ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ ହେଲେ ବୁଦ୍ଧି ତାଙ୍କର କମ୍ ଥିଲା । ଏମିତି ଦିନେ ଚାରିସାଙ୍ଗ ଯାକ ବିଚାର କଲେ ଯେ ଆମେ ଆଉ ଏ ଗ୍ରାମରେ ରହି କ’ଣ କରିବା । ଉପାସ ଭୋକରେ ସମୟ […]